ଭଷାଣରେ ‘ସାହି ମୁରବିଙ୍କୁ ସମ୍ମାନ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୁଣା ଭୁବନେଶ୍ୱରରେ ଚଳିତ ବର୍ଷ ୨୩ଟି ମେଢ଼ କରାଯାଇଛି । ଏକାମ୍ର କ୍ଷେତ୍ରରେ ଭାଇଚାରା ବୃଦ୍ଧି କରିବା ପାଇଁ ପ୍ରତି ବର୍ଷ ପରି ମିଳିତ ଭଷାଣ କରାଯାଇଥିବା ବେଳେ ଏକାମ୍ର ସଂଘଠନ ପକ୍ଷରୁ ବଢ଼େଇବାଙ୍କ ଛକଠାରେ ‘ସାହି ମୁରବୀଙ୍କୁ ସମ୍ମାନ’ କାର୍ଯ୍ୟକ୍ରମ କରାଯାଇଥିଲା । ସାହି ମୁରବୀମାନଙ୍କୁ ବିଜେପି ନେତା ଅମୀୟ ଦାଶ ସମ୍ମାନ ପ୍ରଦାନ କରିଥିଲେ । ଏହାକୁ ଶକ୍ତି ପ୍ରସାଦ ସାହୁ, ଅନିକେତ ବଟୁ, ସୂର୍ଯ୍ୟ ସୋରୂପ ମହାନ୍ତି, ବିଶାଲ ମକଦ୍ଦମ, ସୌମ୍ୟ ରଞ୍ଜନ ତ୍ରିପାଠୀ, ଶକ୍ତି ବଟୁ ଓ ବହୁ ଯୁବକ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ