ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ରେ ପହଞ୍ଚି ଖେଳ ଅଭ୍ୟାସ ଆରମ୍ଭ କଲେ

କ୍ରିକେଟ ବିଶ୍ୱକପ ପାଇଁ ଇଂଲଣ୍ଡରେ ପହଞ୍ଚିସାରିଛନ୍ତି ଦଳ । ସେଠାରେ ପହଞ୍ଚି ଆରମ୍ଭ କରିଦେଇଛନ୍ତି ଅଭ୍ୟାସ । ଭାରତୀୟ ଦଳ ଇଂଲଣ୍ଡର ଦ ଓଭାଲ କ୍ରିକେଟ ଷ୍ଟାଡିୟମରେ ଖେଳ ଆରମ୍ଭ କରିଛନ୍ତି । ଇଂଲଣ୍ଡରେ ଅଭ୍ୟାସ କରୁଥିବା ଫଟୋ କିଛି ଫଟୋ ଟ୍ୱିଟ୍ ଜରିଆରେ ସେଆର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ