ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେପି ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର କର, ଛତ୍ରପୁର ଏନଏସି ମଣ୍ଡଳ ସାଧାରଣ ସଂପାଦକ ଅମରେଶ କୁମାର ମହାରଣା, ଡି. ସୁରେଶ ରେଡ୍ଡି, ବସନ୍ତ କୁମାର ବେହେରା, ଚୈତନ୍ୟ ପ୍ରଧାନ, ପ୍ରଫୁଲ୍ଲ କୁମାର ପଣ୍ଡା, ଲକ୍ଷ୍ମୀ ନାରାୟଣପଣ୍ଡା, ଉମା ଶଙ୍କର ମହାନ୍ତି, ପି. ରଘୁନାଥ ରେଡ୍ଡି, ପି. ତ୍ରିପତି ରାଓ, ରୁଇନା ପଟ୍ଟନାୟକ, ଆସିଫ ଖାଁ, ଗଙ୍ଗା ପଣ୍ଡା, ବିଜୟ ଆଚାରୀ, ରାଜେନ୍ଦ୍ର ପଲାଇ, ଓ ଦେବ କୁମାରଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ