ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ରାଷ୍ଟ୍ର ଏକ ସମ୍ବିଧାନ ଉପରେ ଆଲୋଚନା ଚକ୍ର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଅଭିଯାନ ଆହ୍ୱାନ କ୍ରମେ ବିଜେପି ଆଇନ ପ୍ରକୋଷ୍ଠ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ରଷ୍ଟ୍ର ଏକ ସମ୍ବିଧାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାବରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ସୁବାସ ଚନ୍ଦ୍ର ସାହୁ, ଗାଣ୍ଡୁଧର ଗୈାଡ, ଉମାଶଙ୍କର ମହାନ୍ତି, ତିରୁପତି ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମି ଏବଂ ଆଇନଜିବୀ ମାନେ ଉପସ୍ଥିତ ଥିଲେ ।


