ଭାରତୀୟ ଜୀବନବୀମା ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ହାଟଡିହ : ଭାରତୀୟ ଜୀବନବୀମା ନିଗମ ପକ୍ଷରୁ ହାଟଡିହି ବ୍ଲକର ଛେନାପଦିଛକ ଠାରେ ଏକ ସଚେତନତ।। କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିଲ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିକର୍ତ୍ତା ସନ୍ତୋଷ କୁମାର ମଲ୍ଲିକ, ନରସିଘଂ ପଣ୍ଡା, ସୁଧାଶଂ ଶେଖର ଜେନା, ଶଶିକାନ୍ତ ଜେନା, ସରାଗ କୁମାର ବିଶ୍ୱାଳ, ଯଶୋବନ୍ତ ବଳବନ୍ତ ରାଉତ, କୈଳାଶ ରାଉତ, ନାରାୟଣ ଚନ୍ଦ୍ର ଦାସ, ସନ୍ତୋଷ କୁମାର ସା, ସନ୍ତୋଷ କୁମାର ଚକ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ସରୋଜ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, କଳ୍ପତରୁ ସୁତାର ପ୍ରମୁଖ ଯୋଗଦେଇ ଭାରତୀୟ ଜୀବନ ବୀମା ନିଗମର ବିଭିନ୍ନ ଲାଭଦାୟକ ଜୀବନବୀମା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହିତ ସ୍ୱଳ୍ପ ଆୟକାରୀ ମାନେ ଆଧାରସ୍ତମ୍ବ, ଆଧାରଶୀଳାର ସୁଯୋଗ ନେଇ ବୀମାଧାରୀ ଭାବେ ପରିଗଣିତ ହେବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ