ଭାରତୀୟ ବାୟୁସେନା ବିମାନ ଦୂର୍ଘଟଣା ଗ୍ରସ୍ତ ,୨ ଯବାନ ସହିଦ
ଭାରତୀୟ ବାୟୁସେନାର ବିମାନ ଦୂର୍ଘଟଣା ଗ୍ରସ୍ତ ହୋଇ ୨ ଜଣ ଯବାନ ସହିଦ ହୋଇଛନ୍ତି । ଜାମ୍ମୁ –କାଶ୍ମୀରୀର ଅୱୋନ୍ତିପୋରାରେ ବାୟୁ ସେନାର ଯବାନ ମାନଙ୍କୁ ନେଇ ଯାଉଥିବା ବେଳେ ଏକ ବିମାନ ଦୂର୍ଘଟଣା ଗ୍ରସ୍ତ ହୋଇଛି । ଦୂର୍ଘଟଣାରେ ୨ ଜଣ ଯବାନ ସହିଦ ଙ୍କ ପରିଚୟ ରାକେଶ ପଣ୍ଡା ,ଓ ଅଜୟ କୁମାର ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।