ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକଙ୍କ ଓଡ଼ିଶା ଗ୍ରସ୍ତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼କ୍ଟର ବିପିନ ବିହାରୀ ମିଶ୍ର ୫ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ପହଂଚିଛନ୍ତି । ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡ଼କ୍ଟର ମିଶ୍ରଙ୍କୁ ଓଡ଼ିଶାର ସାଧାରଣ ସମ୍ପାଦକ  ଇଂ ବିପିନ ବିହାରୀ ନାୟକ, ଅର୍ଥବିଭାଗ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସଂସ୍ଥାର କୋଅର୍ଡ଼ିନେଟର ଶ୍ରୀ ବାଳକୃଷ୍ଣ ରାଉତ, କଟକର ସମ୍ପାଦକ ଅଶୋକ ମହାପାତ୍ର ଓ ଶ୍ରମ ସଂସ୍କାର କର୍ମକର୍ତ୍ତା ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଡ଼କ୍ଟର ମିଶ୍ରଙ୍କର ଓଡ଼ିଶା ଗ୍ରସ୍ତ ଏହି ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି କିପରି ଜନସାଧାରଣଙ୍କ ପାଖରେ ପହଞ୍ôଚବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ