ଆଜି ପ୍ରଥମ ଟି-୨୦ ଭାରତ ଆଗରେ ବିଜୟ ଲକ୍ଷ୍ୟ ୨୦୪

ଅକ୍ଲାଣ୍ଡ- ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା ପ୍ରଥମ ଟି-୨୦ରେ ଭାରତ ପାଇଁ ୨୦୪ ରନ୍ର ବିଜୟ ଲକ୍ଷ୍ୟ ଧ।ର୍ଯ୍ୟ କରିଛି ଘରୋଇ ଦଳ । ଦୁଇ ଓ ପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନ୍ରୋଙ୍କ ଧୂଆଁଧାର ଆରମ୍ଭ ପରେ ଅଧିନାୟକ କେନ ଓ୍ବିଲିୟମସନ ଓ ଅଭିଜ୍ଞ ରସ ଟେଲରଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍ କରିଛି । ଦଳ ପାଇଁ ମୁନ୍ରୋ ସର୍ବାଧିକ ୫୯, ଟେଲର ୫୪ଞ୍ଚ, ଓ୍ବିଲିୟମସନ ୫୧ ଓ ଗୁପ୍ଟିଲ ୩୦ ରନ୍ କରିଥିଲେ । ରସ୍ ଟେଲର, କେନ୍ ଉଇଲିୟମସନ୍ସ ଏବଂ କୋଲିନ ମୁନରୋଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳଦରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍ କରିବାରେ ସଫଳ ହୋଇଛି। ମାର୍ଟିନ ଗୁପ୍ଟିଲ ଏବଂ ମୁନରୋଙ୍କ ଦୃଢ଼ ପ୍ରାରମ୍ଭ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ