ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ଳକ୍ଷ୍ମୀ ବିହାର ଅଞ୍ଚଳରେ ଏକ ରକ୍ତଦାନ ଶିବିର ଲକ୍ଷ୍ମଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲଡ଼ୁକେଶ୍ୱର ପ୍ରଧାନ, ସୁବୋଧ ମହାନ୍ତି, ମଞ୍ଜୁଳା ତ୍ରିପାଠୀ, ବବିତା ମହାନ୍ତି ଓ ବନଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ରକ୍ତ ଦାନ ମହାପୂଣ୍ୟ ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରି ରକ୍ତ ଅଭାବରୁ କୌଣସି ବ୍ୟକ୍ତି ମୃତ୍ୟୁବରଣ ନକରନ୍ତୁ ରକ୍ତଦାତାମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ