ଭାରତ ସ୍କାଉଟ ଓ ଗାଇଡ୍ସର ନୂତନ ରାଜ୍ୟ ସଭାପତି ଅତନୁ ସବ୍ୟସାଚିଙ୍କୁ ଶୁଭେଛା ଜଣାଇଲା ବିଜେଡି ଲିଗାଲ ଫ୍ରଂଟ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରଂଟ ପକ୍ଷରୁ ଭାରତ ସ୍କାଉଟ ଓ ଗାଇଡ୍ସର ଓଡିଶା ରାଜ୍ୟ ସଭାପତି ଭାବେ ନବ ନିର୍ବାଚିତ ପୂର୍ବତନ ମନ୍ତ୍ରୀ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛି । ରାଜ୍ୟ ବିଜେଡି ଲିଗାଲ ଫ୍ରଂଟର ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶୁତୋଷ ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରି ଜେନା, ଭିମସେନ ଭୂୟାଁ,ଦେବଦାସ ମହାନ୍ତି, ଧିରେନ ସାହୁ, ଗୋବର୍ଦ୍ଧନ ରାଉତ, ଗୋକୁଳିରଞ୍ଜନ ଦାସ, ବ୍ରଜସୁନ୍ଦର ରାଉତ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ଅରୁଣ ପ୍ରସାଦ ଦାସ, ମନୋଜ ସାହୁ, ହିରଣ୍ୟ କୁମାର ପଣ୍ଡା, ମାନସ କୁମାର ଧଳ, ରଞ୍ଜନ କୁମାର ପଣ୍ଡା,ନିହାର ରଞ୍ଜନ ମହାପାତ୍ର, ସୁରେଶ ଚନ୍ଦ୍ର ନାୟକ, ସ୍ମୃତିରଞ୍ଜନ ସିଂ, ଉମାକାନ୍ତ ଲେଙ୍କା,ଭିମସେନ ପ୍ରଧାନ, ମଙ୍ଗଲବରଣ ସିଂ, ଦୀନେଶ ରାଜ ସିଂ ପ୍ରମୁଖ ନବ ନିର୍ବାଚିତ ସ୍କାଉଟ ଓ ଗାଇଡସର ରାଜ୍ୟ ସଭାପତି ଶ୍ରୀ ନାୟକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ