ଭାରସାମ୍ୟ ହରାଇ ଓଲଟିଲା ଅଟୋ

ଧମାନଗର (ସନ୍ତୋଷ କୁମାର ପ୍ରଧାନ)ଭଦ୍ରକ ଜିଲ୍ଲା   ଧାମନଗର ବ୍ଲକ ଅର୍ଜୁନପୁର ବୈତରଣୀ ନଦୀ ବନ୍ଧ ଉପରେ ଅଟୋ ଓଲଟିଲା ୬ଜଣ ମହିଳା ଗୁରୁତର ।ସ୍କୁଲ କମିଟି ଗଠନ ପାଇଁ ଯାଉଥିବା  ବେଳେ ଘଟିଛି  ଏ ଅଘଟଣ   ଖବର ପାଇ ସ୍ଥାନୀୟ ଲୋକମାନେ ଗୁରୁତର ବ୍ୟକ୍ତି ଙ୍କୁ ଉଧାର କରି ଧାମନଗର ମେଡ଼ିକାଲ କୁ ପଠାଇ ଥିଲେ ସେଠାରେ ତାଙ୍କୁ ଚିକିତ୍ସା ପରେ ଅଧିକ ଗୁରୁତ୍ଵର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି ଭାରଶ୍ୟମ ହରାଇ ଦୃଘଟଣା ଘଟିଥିବା  ସୂଚନା ମିଳିଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ