ଭାରସାମ୍ୟ ହରାଇ ଓଲଟିଲା ଇଣ୍ଡିଗୋ କାର : ଡ୍ରାଇଭର ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ଗୋପାଳପୁର ଠାରୁ ରାୟପୁର ୫୯ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ଥାନା ସୁରୁବାଲି ଠାରେ ବୁଧବାର ଦିନ ଅପରାହ୍ନରେ ଏକ ଇଣ୍ଡିଗୋ କାର ନଂ.ଓଡ଼ି-0୨- ଏସ- ୩0୩୭ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେବାରୁ ଗାଡିର ଗୋଟିଏ ପାର୍ଶ୍ଵ ମାଡ଼ ହୋଇଥିବା ବେଳେ ଉକ୍ତ କାରରେ ଅନ୍ୟ କେହି ନ ଥିବା ବେଳେ ଘଟଣାସ୍ଥଳରେ ଡ୍ରାଇଭର ଆହାତ ହୋଇଛନ୍ତି ।ଏହା ଦେଖି ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ଡ୍ରାଇଭର ଙ୍କୁ ସଙ୍ଗେସଙ୍ଗେ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ