ଭାରସାମ୍ୟ ହରାଇ ଓଲଟିଲା ପିକଆପ ଭ୍ୟାନ ; ଚାଳକ ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଛକ ନିକଟରେ ଥିବା ମହିନ୍ଦା ଶୋ ରୁମ ସମ୍ମୁଖ ଜାତୀୟ ରାଜପଥରେ ପିକ୍ଆପ ଭ୍ୟାନ ଓଲଟି ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ଅଂଚଳର ଗୋବିନ୍ଦ୍ର ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଶନିବାର ପୂର୍ବାହ୍ନରେ ଛତ୍ରପୁର ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡି୦୭ଏଏଚ ୬୨୨୨ ନଂ I