ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟି
ଖଣ୍ଡପଡା , (ଯୁଗାବ୍ଦ ନ୍ୟୁଜ) : ଖଣ୍ଡପଡା ଭାପୁର ରାସ୍ତାର ଧଳାବନ୍ଧ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟି । ଦୁର୍ଘଟଣିରେ ,ବାପା ମୃତ, ମାଆ, ପୁଅ ଗୁରୁତର,ମୃତକ ତେନ୍ତୁଳିଆପଲ୍ଲୀ ଗ୍ରାମର ଘନଶ୍ୟାମ ନାଥ । ଗୁରୁତର ମାନଙ୍କୁ ପ୍ରଥମେ ଭାପୁରୁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଘନସ୍ୟାମ ଭୁବନେଶ୍ବରରୁ ନିଜ ସ୍ତ୍ରୀ ଓ ପୁଅକୁ ସ୍କୁଟିରେ ବସାଇ ନିଜ ଗାଁ ତେନ୍ତୁଳିଆପଲ୍ଲୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।