ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ନଂ. ଓଆର-୦୭-ଏଚ- ୪୪୦୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା ଅଗ୍ନିଶ୍ରମ ବିଭାଗ କୁ ଫୋନ୍ ରେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଦମକଳ ବିଭାଗ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ