ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟିଲା କାର

ହିଂଜିଳିକାଟୁ, (ଶେଷଦେବ ସାହୁ): ରବିବାର ଭୋରରୁ ହିଂଜିଳି ଥାନା ପୋଚିଲିମା- ବୁଗୁଡ଼ାପଲ୍ଲୀ ରାସ୍ତା ମଧ୍ୟରେ ଏକ କାର (ଓଡ଼ି୦୭ୟୁ ୫୧୫୨) ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଛି । କାରଟି ବ୍ରହ୍ମପୁର ଠାରୁ କୁରୁଳା ଅଭିମୂଖେ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା । କାର ମଧ୍ୟରେ କେହି ଯାତ୍ରୀ ନଥିବାରୁ କେହି ଆହାତ ହୋଇନଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ହିଂଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ