ଭାଷା ବଞ୍ଚିଲେ ଜାତି ବଞ୍ଚିବ ଜାତି ବଞ୍ଚିଲେ ଆମ ଅସ୍ମିତା ସୁରକ୍ଷା ପାଇବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଏକ ଆଭାଷୀ ଆଲୋଚନା ମାଧ୍ୟମରେ ଅନୁଷ୍ଠିତ ହୋଇସାରିଛି । ପ୍ରଗତି ମହିଳା ସଙ୍ଗଠନର ସଭାନେତ୍ରୀ ଅଧ୍ୟାପିକା ଡି.ପ୍ରିୟଙ୍କା ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ ପରିଚାଳନାରେ virtual meet ମାଧ୍ୟମରେ ସ୍ଵାଗତ ସମ୍ଭାଷଣ ଏବଂ ଧନ୍ୟବାଦ ଦେଇଥିଲେ, ସମସ୍ତ ବୌଦ୍ଧିକ ଆଲୋଚନାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ, ଡାକ୍ତର ମୂର୍ମୁ, ଭାଗବତ ପାଢ଼ୀ, ସୌଦାଗର ସିଓ,ଲୋକନାଥ ମିଶ୍ର, ବାବାଜୀ ବେହେରା, ତ୍ରିପତି ପଣ୍ଡା, ମୋହିନୀ ପ୍ରଧାନ, ମମତା ପାଢ଼ୀ, ସ୍ନିଗ୍ଧା ମିଶ୍ର, ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ