ଭିଏସଏସୟୁଟିରେ ରାଗିଂ ,ତଦନ୍ତ ଦେଲେ ବୈଷୟିକ ଶିକ୍ଷାମନ୍ତ୍ରୀ
ସମ୍ବଲପୁର : ସମ୍ବଲପୁର ଜିଲ୍ଳା ବୁର୍ଲା ଭିଏସଏସୟୁଟିରେ ଗୁରୁବାର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏକ ଛାତ୍ର ବାସରେ ୫୦ ରୁ ଅଧିକ ଛାତ୍ର ରହୁଥିବା ସମୟରେ ସେମାନଙ୍କୁ ର୍ୟାଗିଂ ହୋଇଥିବା ଅଭିଯୋଗ ହୋଇଛି । ର୍ୟାଗିଂର ଭିଡିଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ତଦନ୍ତ ନିର୍ଦେଶ ଦେଇଛନ୍ତି । \n