କଳାହାଣ୍ଡି ଭିଜିଲାନ୍ସ ଜାଲରେ ଗ୍ରାମୀଣ ଶ୍ରମ ନିରୀକ୍ଷକ 18/03/2020 YWPSENU3 0 Comments ଭିଜିଲାନ୍ସ ଜାଲରେ ଗ୍ରାମୀଣ ଶ୍ରମ ନିରୀକ୍ଷକ କଳାହାଣ୍ଡି:ଭିଜିଲାନ୍ସ ଜାଲ ରେ ଗ୍ରାମୀଣ ଶ୍ରମ ନିରୀକ୍ଷକ, ତିରିଶି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲ ରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି । Spread the love