ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତି 23/10/2019 admin 0 Comments ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତି ଭୂବନେଶ୍ୱର : ଆୟବର୍ହିଭୁତ ସଂମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନିର୍ବାହି ଯନ୍ତ୍ରୀ ସର୍ବେଶ୍ୱର ସେନାପତି । ତାଙ୍କର ଭୂବନେଶ୍ୱର ୨ ଟି ଘର ଓ ବାଲେଶ୍ୱରର ୫ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ କରିିବା ସହ ତନ୍ନ ତନ୍ନ କରି ତଦନ୍ତଜାରୀ ରହିଥିବ ଜଣାପଡିଛି । Spread the love