ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ସୋର-  ଆୟବହିର୍ଭୂିତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରା ଙ୍କ କାର୍ଯ୍ୟଳୟ ସମେତ ପୌତୃକ ଗ୍ରାମ ଓ ଆତ୍ମୀୟଙ୍କ ଘର ସହିତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉଯାରି ରଖିଛି ଭିଜିଲାନ୍ସ ଟିମ୍ । ସୂଚନାଥାଉକି, ଅଜୟ କୁମାର ବେହାରା ବର୍ତ୍ତମାନ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ