ଭିଜିଲାନ୍ସ ବିଭାଗର ଚଢାଉ

ଉଦଳା – ଭିଜିଲାନ୍ସ ହାତରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗର ମାଳି ଉଦ୍ଧବ ବେହେରା । ଶକ୍ରବାର ଭିଜିଲାନ୍ସର ଏକ ଟିମ୍ ୪ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ତାଙ୍କ ବାସଭବନ ସମେତ ଶ୍ୱଶୁର ଘର , ଫାର୍ମ ହାଉସ୍, ଉଦଳା ଉଦ୍ୟାନ ବିଭାଗ କ।ର୍ଯ୍ୟ।ଳୟ ଆଦି ସ୍ଥାନରେ ଚଢ଼ାଉ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ