ଭିଜିଲାନ୍ସ ହାତରେ ଧରା ପଡିଲେ ନୁଆପଡା ଡିଏସପି
ଲାଞ୍ଚ ନେଉଥିଲାବେଳେ ଧରା ପଡିଛନ୍ତି ନୂଆପଡାର ଡିଏସପି ରବିନ୍ଦ୍ର ସେଟ୍ଟି । ଡିଏସପି ଜଣଙ୍କ ଠାରୁ ମାମଲାର ସହାୟତା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ ସମୟରେ ଭିଜିଲାନ୍ସ ତାଙ୍କ ଅଫିସ ଉପରେ ରେଡ କରି ଗିରଫ କରିଥିଲେ । ତାଙ୍କର ଜଗତସିଂହପୁର କୁଜଙ୍ଗ ସଚିତ ବାସଭବନରେ ଚଢାଉ କରାୟିବା ସହ ନୁଆପଡା ସରକାରୀ ବାସଭବନ ସମେତ କାର୍ୟ୍ଳୟରେ ଚଢାଉ ଜାରି ରଖିଛି ଭିଜଲ୍୍ୟାନ୍ସ ବିଭାଗ