ଭିନ୍ନଷମ କୁଂ ଘର ପାଇଁ ଜିଲ୍ଲାପାଳକଂ ତଦନ୍ତ

କୁକୁଡାଖଣ୍ଡି:ମୋ ସରକାର ନିଦ୍ଧେଶ ମଧ୍ୟ କାଟୁ କରୁନି ସରକାରୀ କମଚାରୀ ଓ ଜନପ୍ରତିନିଧି କୁଂ ।ଆକୁଂଶପୁର ପଞାୟତରର ଜଣେ ଦିବ୍ୟାଗଂ ଅଜୟ ସ୍ବାଇଁ କୁ ଆକୁଂଶପୁର ପଞାୟତ ପିଓ ଇନ୍ଦିରାବାସ ପାଇଁ ଆସିଥିବା ଘର ପ୍ରଦାନ କରିବାପାଇଁ ୧୦ହଜାର ଟକାଂ ଲାଞ ମାଗିଥିବା ନେଇ ଅଜୟ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ।ପୂବରୁ ଅଜୟ ଜିଲ୍ଲାପାଳକଂ ଅଭିଯୋଗ ଶୁଣାଣିରେ ସରକାରୀ ସହାୟତା ପାଉନଥିବା ନେଇ ଅଭିଯୋଗ କରିବା ପରେ ଆକୁଂଶପୁର ସରପଞ କଂ ସ୍ବାମୀ ଓ ସମିତିସଭ୍ୟ ଅଜୟକୁଂ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଭିଡିଓ ଯୋଗେ ଅଭିଯୋଗ କରିଥିଲେ।ଭିଡିଓଟି ଭାଇରାଲ ହେବା ପରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ କୁକୁଡାଖଣ୍ଡି ବିଡିଓ କୁଂ ଘଟଣାର ତଦନ୍ତ ନିଦ୍ଧେଶ ଦେଇଥିଲେ।ଶୁକ୍ରବାର ଅଜୟ ଏବଂ ଆକୁଂଶପୁର ପିଓ କୁଂ ଡାକି ଘଟଣାର ସତ୍ୟାସତ୍ୟ ଜାଣି ଉଭୟ କଂ ଠାରୁ ଲିଖିତ ଭାବେ ଲେଖିରଖିଥିଲେ।ଏହାର ତଦନ୍ତ ରିପୋଟ ଜିଲ୍ଲାପାଳକୁଂ ପ୍ରଦାନ କରିବେ ବୋଲି ବିଡିଓ ଗଦାଧର ପାତ୍ର କହିଛନ୍ତି।ପୂବରୁ ଗୁରୁଣ୍ଠି ସରପଞ ଟି.ମିନତି ପାତ୍ର ଓ ଡେଗାଂପଦର ସରପଞ ସୀତାରାମ ସାହୁ ହିତାଧିକାରୀ କୁଂ ସରକାରୀ ଘର ପ୍ରଦାନ କରିବାକୁ ଅଥ ଦାବିକରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ