ଭୁଜାଲି ରେ ହାଣି ବ୍ୟବସାୟୀଙ୍କ ଠାରୁ ଲୁଟ
ଭୁବନେଶ୍ୱର, (ନ୍ୟୁଜ ଇଣ୍ଡିଆ) :-ଗତକାଲି ବିଳମ୍ବିତ ରାତ୍ରିରେ ଏୟାର ଫିଲଡ଼ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳ ର ନିରଞ୍ଜନ ସାହୁ ନାମକ ନାମକ ଜୈନକ ବ୍ୟବସାୟୀ ଦୃବୃତ୍ତ କଂ ଭୁଜାଲି ଆକ୍ରମଣରେ ଆହତ ହେବା ସହ ଲୁଟ ର ଶିକାର ହୋଇଥିବା ସମ୍ପର୍କରେ ସ୍ଥାନୀୟ ଏୟାର ଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ଘଟଣାର ବିବାରଣୀରୁ ଜଣାପଡିଛି ଯେ,ନିରଞ୍ଜନ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଅତର୍କିତ୍ତ ଭାବେ ତିନୋଟି ବାଇକ ରେ ଛ ଜଣ ଦୃବୃତ୍ତ ତାଙ୍କୁ ଅଟକାଇ ଏକ ଭୁଜାଲି ରେ ତାଙ୍କୁ ହାଣି ଦେଇଥିଲେ ଓ ତାଙ୍କ ପାଖରେ ସମସ୍ତ ଟଙ୍କା ଛଡାଇ ନେଇଥିଲେ ।