ଭୁବନରେ ଅଗ୍ନିକାଣ୍ଡ : ଜଳିଗଲା ୧୩ ବଖରା ଘର

ଭୁବନେଶ୍ବର : ଢେଙ୍କାନାଳର ଭୁବନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପ୍ରଭାବରେ ୧୩ ବଖରା ଘର ଜଳିଯାଇଛି । କୌଣସି ଜୀବନହାନି ଘଟିନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡି ହୋଇ ପାଉଁଶ ହୋଇଛି । ଭୁବନ ବ୍ଲକ୍‌ ଅନ୍ତର୍ଗତ ମାଟିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ