ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଇଣ୍ଡିଆନ ଆଇଡଲ ଅଡିସନ

(ଯୁଗାବ୍ଦ ନ୍ୟୁଜ) ସୋନି ଟିଭି ରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜନ ୧୧ ପାଇଁ ଆସନ୍ତା ଅଗଷ୍ଟ ୨ ତାରିଖରେ ଭୁବନେଶ୍ୱରର ଅଡିସନ ଅନୁଷ୍ଠିତ ହେବ । ଏହି ରିଆଲିଟି ସୋ ରେ ଅଶଂ ଗ୍ରହଣ କରିବା ପାଇଁ ପ୍ରତିଯୋଗୀ ମାନେ ଅନଲାଇନ ରେଜଷ୍ଟ୍ରେସନ କରିପାରିବେ । ରେଜଷ୍ଟ୍ରେସନ କରିବାର ଶେଷ ତାରିଖ ଜୁଲାଇ ୩୧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ