ଭେରେଡା ରେ ନନ୍ଦମହୋତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ କୁଜି ଭେରେଡା ଗାଁ ରେ ନନ୍ଦମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l କୁଜି ଭେରେଡା ସ୍ଥିତ ରାଧାକୃଷ୍ଣ ଠାକୁର କୁଜି ଭେରେଡା ରୁ ବାହାରି ହରିପୁର ଗ୍ରାମ କୁ ଯାଇ ଦହି ଖାଇ ଫରିଥିଲେ l ଆଜିର ନନ୍ଦମହୋତ୍ସବ ରେ ଅତିଥି ରୂପେ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଆତ୍ଵା ଅଧକ୍ଷ ରଶ୍ମିତ ପରିଡା, ସମିତି ସଭ୍ୟା ପ୍ରତିନିଧି ପୁରୁଷୋତ୍ତମ ସେଠୀ, ଗୋବରା ସମିତି ସଭ୍ୟ ବିଭୁ ପାଦ ଜେନା,ଡିଜିଟାଲ ସମ୍ପାଦକ ନୀଳମାଧଵ ତ୍ରିପାଠୀ, ଯୁବ ସଭାପତି ଶିବରାମ ରାଉତ, ମାଧବାନନ୍ଦ ତ୍ରିପାଠୀ,ବିକ୍ରମଦ୍ୱିତ ତ୍ରିପାଠୀ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ସମେତ ବିଜୟ କୁମାର ସାହୁ ଯୋଗଦେଇଥିଲେ l ଠାକୁର ଗ୍ରାମ ପରିକ୍ରମା ସମୟ ରେ ବହୁ ସଂଖ୍ୟା ରେ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ