ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଔଷଧ ଦୋକାନ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଭେଷଜ ନିୟନ୍ତ୍ରକ ଲଲିତ କୁମାର ସାହୁ ଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଛତ୍ରପୁର ର ଔଷଧ ଦୋକାନୀ ସଂଘ। ସଂଘ ରେ ସଭାପତି ବିଜୟ ଚନ୍ଦ୍ର ସେନାପତି,ସମ୍ପାଦକ ରାଜେଶ୍ କୁମାର ସାହୁ,କୋଷାଧ୍ୟକ୍ଷ ମନରଂଜନ୍ ପଣ୍ଡା,କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋର, ସତ୍ୟ ନାରାୟଣ ଡ୍ରଗ୍ , ଶାନ୍ତି ମେଡିକାଲ୍ ଷ୍ଟୋର, ଅନପୂର୍ଣା ମେଡିକାଲ ଷ୍ଟୋର, ଗୁରୁଦେବ ମେଡିକାଲ୍ ଷ୍ଟୋର, କାଳୁଆ ମେଡିକାଲ୍ ଷ୍ଟୋର, ଲାଇଫ୍ ଲାଇନ ମେଡିକାଲ୍ ଷ୍ଟୋର ଓ ଅନ୍ୟ ମେଡିକାଲ୍ ଷ୍ଟୋର ର ମାଲିକ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ