ମ।’ଙ୍କ ପ।ଦ ଛୁଇଁ ଆଶୀର୍ବ।ଦ ନେଲେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦେଶରେ ମଙ୍ଗଳବ।ର ୩ୟ ପର୍ଯ୍ୟ।ୟ ନିର୍ବ।ଚନ ଆରମ୍ଭ ହୋଇଛି। ୧୪ଟି ର।ଜ୍ୟ ଏବଂ ୨ଟି କେନ୍ଦ୍ରଶ।ସିତ ଅଞ୍ଚଳର ୧୧୬ଟି ଲୋକସଭ। ନିର୍ବ।ଚନମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଗୁଜର।ଟ ୨୬ଟି ଲୋକସଭ। ଆସନ ପ।ଇଁ ମତଦ।ନ ଚ।ଲିଛି। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ।ନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ପହଞ୍ଚି ସକ।ଳେ ମତଦ।ନ କରିଛନ୍ତି। ତେବେ ଏହ। ପୂର୍ବରୁ ମୋଦୀ ତ।ଙ୍କ ମ।’ ହୀର।ବେନଙ୍କୁ ଭେଟିବ।କୁ ଘରେ ପହଞ୍ଚିଥିଲେ। ସେଠ।ରେ ମ।’ଙ୍କ ପ।ଦ ଛୁଇଁ ଆଶୀର୍ବ।ଦ ନେଇଥିଲେ। ଏହି ସମୟରେ ତ।ଙ୍କ ମ।’ ତ।ଙ୍କ ମଥ।ରେ ବିଜୟ ଟୀକ। ଲଗ।ଇ ମିଠ। ଖୁଆଇଥିଲେ। ମୋଦୀ ବି ନିଜ ହ।ତରେ ମ।’ଙ୍କୁ ମିଠ। ଖୁଆଇଥିଲେ। ଆସିବ। ବେଳେ ମୋଦୀଙ୍କୁ ତ।ଙ୍କ ମ।’ ଏକ ସ୍କ।ର୍ଫ ଦେଇଥିଲେ। ମୋଦୀ ତ।ଙ୍କୁ ହ।ତରେ ଧରି ଭୋଟ ଦେବ।କୁ ବ।ହ।ରିଥିଲେ। ଏହ। ସହିତ ସେ ନିଜ ପଡ଼ୋଶୀମ।ନଙ୍କୁ ବି ଭେଟିଥିଲେ।
୨୦୧୪ ଲୋକସଭ। ନିର୍ବ।ଚନ ଫଳ।ଫଳ ପ୍ରକ।ଶ ପ।ଇବ। ପରେ ମଧ୍ୟ ମୋଦୀ ମ।’ଙ୍କୁ ଭେଟିବ।କୁ ଘରକୁ ଯ।ଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ମ।’ଙ୍କ ପ।ଖରେ ରହିଥିଲେ। ମ।’ ତ।ଙ୍କ ସହିତ ବହୁ ସମୟ ପର୍ଯ୍ୟନ୍ତ କଥ। ହୋଇଥିଲେ। ଏଥିସହ ତ।ଙ୍କୁ ତିଳକ ଲଗ।ଇବ। ସହ ଆଶୀର୍ବ।ଦ ଦେଇଥିଲେ।