ମ।ଣିତର।ରେ ମୋ ଗେହ୍ଲ। ଝିଅ କ।ର୍ଯ୍ୟକ୍ରମ
ବୁଗୁଡ। – ବୁଗୁଡ। ବ୍ଲକ ଅନ୍ତର୍ଗତ ମ।ଣିତର। ଗ୍ର।ମର ୫ ନମ୍ବର ଅଙ୍ଗନ।ବ।ଡି କେନ୍ଦ୍ରରେ ଗୁରୁବ।ର ମୋ ଗେହ୍ଲ। ଝିଅ ଅନୁଷ୍ଟିତ ହୋଇଯାଇଛିି।ଏହି କ।ର୍ଯ୍ୟକ୍ରମକୁ ବୁଗୁଡ। ବିଡ଼ିଓ ତନ୍ମୟ ପ।ତ୍ର ଉଦଘ।ଟନ କରି ଥିବ। ବେଳେ ସିଡିପିଓ ରଞ୍ଜିତ। ତ୍ରିପ।ଠୀ ବିଜୁ କନ୍ୟ। ରତ୍ନ ଯୋଜନ। ସମ୍ପର୍କରେ ଉତ୍ତମଭ।ବେ ଉପସ୍ଥିତ ମ।ଆ ମ।ନଙ୍କୁ ବୁଝ।ଇ ଥିଲେ। ଝିଅଟିଏ କୌଣସି ଗୁଣରେ ପୁଅ ଠ।ରୁ କମ୍ ନୁହେଁ ବୋଲି କହିଥିଲେ ।ଏହି ଅବସରରେ ମ।ଣିତର। ଗ୍ର।ମରେ ନଭେମ୍ବର ୯ ରେ ଜନ୍ମଗ୍ରହଣ କରିଥିବ। ବ।ସନ୍ତି ପୋଲ।ଇଙ୍କ ଶିଶୁ କନ୍ୟ। ଓ ୧୯ ରେ ଜନ୍ମ ଗ୍ରହଣ କରିଥିବ। ସ୍ନେହଲତ। ନ।ୟକଙ୍କ ଶିଶୁ କନ୍ୟ। ଦ୍ୱୟଙ୍କୁ ବନ୍ଦ।ପନ। କର।ଯ।ଇଥିଲ। । ଉଭୟ ମ।ଆଙ୍କୁ ଉପହ।ର ସହ ଗୋଟିଏ ଲେଖ।ଏଁ ଗଛ ପ୍ରଦ।ନ କର।ଯ।ଇ ଥିଲ। । ଅନ୍ୟମ।ନଙ୍କ ମଧ୍ୟରେ ନ।ଏବ ସରପଞ୍ଚ କ।ଳୁ ଚରଣ ପ୍ରଧ।ନ,ବୁଗୁଡ। ପ୍ରେସ କ୍ଲବ ସ।ଧ।ରଣ ସଂପ।ଦକ ଅନିଲ କୁମ।ର ମହ।ରଣ।,ସୁପରଭ।ଇଜର ରଶ୍ମିରେଖ। ହ।ସିଂଦ। ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ଅଙ୍ଗନ।ବ।ଡି କର୍ମୀ,ସହକର୍ମୀ ଓ ଆଶ। କର୍ମୀବୃନ୍ଦ କ।ର୍ୟ୍ୟକ୍ରମ ପରିଚ।ଳନ। କରିଥିଲେ ।