ମଡେଲ ପଞ୍ଚାୟତ ଗୃହ ବୁଲିଦେଖିଲେ ଜିଲ୍ଲାପାଳ

କୁକୁଡାଖଣ୍ଡି-(ଯୁଗାବ୍ଦ ନ୍ୟୁଜ୍) ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଆଜି କୁକୁଡାଖଣ୍ଡି ବ୍ଲକ ଅନ୍ତଗର୍ତ ଲାଞିଆ ପଞାୟତ କୁ ଅଚାନକ ଗସ୍ତ କରିଛନ୍ତି । ଜିଲ୍ଲାପାଳ ଦିଗପହଣ୍ଡିରୁ କାର୍ଯ୍ୟକ୍ରମ ସାରି ସାରି ବ୍ରହ୍ମପୁର ଫେରୁଥିବା ସମୟରେ ନୂତନ ଭାବେ ତିଆରି ହୋଇଥିବା ମଡେଲ ପଞ୍ଚାୟତ ଗୃହ ବୁଲିଦେଖିବା ସହ ନିକଟରେ ହେବାକୁଥିବା ପାର୍କ ପରିଦର୍ଶନ କରିବା ସହ କାର୍ଯ୍ୟର ସମିକ୍ଷା କର୍ିଥିଲେ । ଜିଲ୍ଲାପାଳ ଙ୍କ ସହ ଉପସ୍ଥିତ ଥିଲେ ବିଡିଓ ଜୀବନଚନ୍ଦ୍ର ମଲ୍ଲିକ ,ଜିଆରଏସ ରୋକି ପାତ୍ର , ନଏବ ସରପଞ୍ଚ ଅନିଲ ଗୌଡ,ଗୋବିନ୍ଦ ଗୌଡ,ସିମାଞଳ ଗୌଡ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ