ମଣିଷ ଗଛ!

ଆପଣମାନେ ଅନେକ ଗଛ ଦେଖିଥିବେ । ତେବେ ଆମେ ଆଜି ଆପଣମାନଙ୍କୁ ଏକ ଗଛ ସହିତ ପରିଚିତ କରାଇବୁ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ବୁଲଗେରିଆ ବାଲକନରେ ଏକ ପାହାଡ଼ରେ ଅଛି ଏହି ୬୫ ଫୁଟ ଉଚ୍ଚର ଅଜବଗଜବ ଗଛଟି । ଏହି ଗଛଟି ଦେଖିବାକୁ ମଣିଷ ଭଳି । ଏହାର ହାତ ଗୋଡ ଓ ମୁଣ୍ଡ ଅଛି । ଯଦି ରାତିରେ ଆପଣ ଏହି ଗଛଟିକୁ ଦେଖିବେ, ତାହା ହେଲେ ଡରି ଯିବେ । ଗଛଟିର ଆକୃତି ଏମିତି କାହିଁକି ହୋଇଛି ତାହାର କାରଣ ଜଣାପଡ଼ିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ