ମଣିଷ ମାଂସ ଭକ୍ଷଣ କରନ୍ତି ନିକାବରର ଏହି ଜନଜାତି..
ଆଧୁନିକ ସଭ୍ୟ ସମାଜରେ ମଧ୍ୟ ଏଭଳି ଜନଜାତି ଅଛନ୍ତି, ଯେଉଁମାନେ ମଣିଷ ମାଂସ ଭକ୍ଷଣ କରିବାକୁ ପସନ୍ଦ କରିଥାନ୍ତି । ଏଭଳି ଏକ ନରଭକ୍ଷୀ ଜନଜାତି ଭାରତର ଆଣ୍ଡାମାନ ନିକୋବରର ଜାରୱା ଦ୍ୱୀପରେ ବାସକରନ୍ତି । ଏହି ଜନଜାତି ଜାରୱା ନାମରେ ବେଶ୍ ଜଣାଶୁଣା । ଏହି ନରଭକ୍ଷୀମାନେ ତାଙ୍କ ଅଞ୍ଚଳ ଭିତରକୁ କୌଣସି ଅଜଣା ବ୍ୟକ୍ତି ପ୍ରବେଶ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରି ମାଂସ ଖାଇଥାନ୍ତି । ଅଜଣା ବ୍ୟକ୍ତିଙ୍କୁ ବାଉଁଶରେ ବାନ୍ଧି ନିଆଁରେ ପୋଡ଼ି ଦିଆଯାଏ । ଏହା ଚାରିପଟେ ନିଆଁ ଜଳାଇ ଜାରୱାମାନେ ବିଭର୍ତ୍ସ ଭାବେ ନଗ୍ନ ନୃତ୍ୟ କରନ୍ତି । ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହର ମାଂସକୁ ଖଣ୍ଡ ଖଣ୍ଡ କରି କାଟି ଏହି ନରଭକ୍ଷୀ ଜନଜାତି ଆନନ୍ଦରେ ଖାଇଥାନ୍ତି । ଆଧୁନିକତା ସ୍ପର୍ଶରେ ଏବେ ଏହି ଜନଜାତି ବାସ କରୁଥିବା କେତେକ ଅଞ୍ଚଳରେ ସଭ୍ୟତା ପ୍ରବେଶ କରିଛି । ତେବେ ମଧ୍ୟ ଏହୀ ଦ୍ୱୀପକୁ ଯିବାକୁ ସଭିଏଁ ଭୟ କରନ୍ତି ।