ମଣିଷ ହାଇ ମଧ୍ୟ କୁକୁର ଭଳି ବଞ୍ଚିବାକୁ ପସନ୍ଦ କରୁଛନ୍ତି ଏହି ଯୁବକ, ୨.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି କୁକୁର ପିନ୍ଧା ପାଷାକ

ନୂଆଦିଲ୍ଲୀ : ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ଘଟୁଥିବା ଅନେକ ଅଜବ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । ଯାହା ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗିବା ସହ ମିଛ ବାଲି ଲାଗୁଥିଲେ ମଧ୍ୟ ସତ ହାଇଥାଏ । ଏବେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୩୭ବର୍ଷୀୟ ଯୁବକ କୁକୁର ଭଳି ବଞ୍ଚୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଯୁବକଙ୍କ ଫଟା ଏବେ ସାସିିଆଲ ମିଡିଆରେ ଭାଇରାଲ ହାଇଛି । ଯୁବକଜଣଙ୍କ ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରରେ ରହୁଥିବା ଜଣାପ?ିଛି । ଏକ ଷ୍ଟାରର ମାଲିକ ହାଇ ମଧ୍ୟ ଏଭଳି ବଞ୍ଚିବା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହାଇଛି । ୩୭ବର୍ଷୀୟ କାଜ୍ ଜେମ୍ସଙ୍କ କହିବା ଅନୁଯାୟୀ, ସେ ମଣିଷ ଜନ୍ମ ପାଇ ମଧ୍ୟ ମଣିଷ ଭଳି ଅନୁଭବ କରି ପାରୁ ନାହାନ୍ତି । ଅନ୍ୟମାନଙ୍କଠାରୁ ନିଜକୁ ଅଲଗା ମାନିବା ସହ ସମାଜରେ ତାଙ୍କର ରହିବା କଷ୍ଟ ବାଲି ସେ କହିଛନ୍ତି । ନିଜର ବ୍ୟକ୍ତିତ୍ୱକୁକୁକୁର ଭଳି ବନାଇବା ପାଇଁ ସେ ସବୁ ବେଳେ ନିଜ ସାଙ୍ଗ ଏବଂ ବନ୍ଧୁମାନଙ୍କ ଉପରେ ଭୁକିଥାନ୍ତି । ଏହା ସହ କୁକୁରମାନେ ଖାଉଥିବା ବିସ୍କୁଟ ଖାଇବା ସହ କୁକୁର ଖାଉଥିବା ପାତ୍ରରେ ମଧ୍ୟ ଖାଉଥିବା କହିଛନ୍ତି । ଏହା ସହ କୁକୁର ଭଳି ଦିଶିବା ପାଇଁ ସେ ୨ଲକ୍ଷ ୭୩ହଜାର ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଦୁଇଟି ପପି ସୁଟ୍ ତିଆରି କରିଛନ୍ତି । ସେ କୁକୁର ଭଳି ରହିବାକୁ ଭଲ ପାଉଥିବା କହିଛନ୍ତି । ତେବେ ତାଙ୍କର ଏଭଳି ଭାବିବା ପଛରେ କୌଣସି ମାନସିକ ରାଗ କାରଣ କି ନାହିଁ ବାଲି ସ୍ପଷ୍ଟ ହାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ