ମଣ୍ଡିରୁ ଧାନ ଉଠାଇବା ଦାବିରେ କଳମପୁର ଠାରେ ଚାଷିଙ୍କ ରାସ୍ତା ଅବରୋଧ

କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନକ୍ରୟ ଧାର‌୍ୟ୍ୟ ତାରିଖ ଠାରୁ ବିଳମ୍ବ ରେ ଆରମ୍ଭ ହୋଇଥିବାବେଲେ ମିଳର୍ସ ମାନଙ୍କ ମର୍ଜିରେ ଧାନକିଣା ଚାଳିଛି। କଳମପୁର ଠାରେ ଥିବା ଧାନମଣ୍ଡି ରୁ ଧାନ ଉଠାଣରେ ମିଲର୍ସ ମାନେ ଟାଳଟୁଳ ନିତି ସହ ଧାନ ଉଠାଣ କରୁନଥିବା ଓ ମିଲର୍ସ ମାନଙ୍କ ଦ୍ବାରା ନିୟୋଜିତ ଏଜେଣ୍ଟ ମାନେ ଚାଷିମାନଙ୍କୁ ହଇରାଣ କରି କଟନିଛଟନି କରିବା ପାଇଁଁ ଚାଷିମାନଙ୍କୁ ଚାପ ପ୍ରୟୋଗ କରୁଥିବା ପ୍ରତିବାଦ ରେ ମଙ୍ଗଳବାର ସକାଳୁ କଳମପୁର ଜୁନାଗଡ ରାଜ୍ୟ ରାଜପଥ କୁ ଚାଷିମାନେ ଅବରୋଧ କରି ରଖିଛନ୍ତି ଫଳରେ ଏହି ରାସ୍ତାରେ ଯାତାୟତ ଠପ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ