ମଣ୍ଡିରୁ ଧାନ ଉଠାଇବା ଦାବିରେ କୃଷକଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି ; (ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଚାଷୀ ମାନଙ୍କ ଠାରୁ ଧାନ ମଣ୍ଡିରୁ ଜିଲ୍ଲା ଯୋଗାଣ ବିଭାଗ ଧାନ କିଣା ବନ୍ଦ କରିଦେଇଥିବା ବେଳେ ଚାଷୀ ମାନଙ୍କର ହଜାର ହଜାର କୁଇଣ୍ଟାଲ ଧାନ ପଡିରହିବା ସହ  ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ଗୁଡିକ ଗଜା ହୋଇ ନଷ୍ଟ ହେବାରେ ଲାଗିଲାଣି । ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଚାଷୀ ମାନେ ଅନ୍ୟ ଉପାୟ ନପାଇ ଶହ ଶହ ଚାଷୀ ଚାରବାହଲ ୨୬  ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ