ମତାବାଜ ଶିଶୁମନ୍ଦିରରେ ବିଶ୍ୱପରିବେଶ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ମତାବାଜ ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର କାଙ୍ଗାଳି ବିହାର ଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମ୍ପାଦକ ଶ୍ରୀକାନ୍ତ ସେନାପତି, ସଭାପତି ଗୌରାଙ୍ଗ ଚରଣ ସେନାପତି, ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ସାହୁ, ଏବିଇଓ ସୁରେଶ କୁମାର ଜେନା, ଷଡଙ୍ଗ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ସମାଜସେବୀ ଜଗତ ଜୀବନ ପାଢ଼ୀ, ନିରଞ୍ଜନ ମହାପାତ୍ର, ବିକାଶ କୁମାର ପଣ୍ଡା,ବିଜୟ କୁମାର ସା, ପରିଚାଳନା କମିଟି ସଦସ୍ୟ ଗଣେଶ କୁମାର ସାହୁ, ପ୍ରସନ୍ନ ଶଙ୍ଖୁଆ, ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ