ମଦ ଜବତ; ଜଣେ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ହେଉଥିବା ସ୍ଥାନରେ ପୁଲିସ ଚଢାଉ କରିଥିଲେ ସୁଦ୍ଧା କେବଳ ମାଳଦା ଠାରୁ ଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । ଏହା ସହିତ ମଦ ବିକୁଥିବା ଅଭିଯୋଗରେ ଅଭିଯୁକ୍ତ ଗଗନ ଜେନାଙ୍କୁ ପୁଲିସ ଗିରଫ କରିଥିଲା । ଏନେଇ ଥାନା ପକ୍ଷରୁ ୫୦/୨୧ରେ ଏକ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ