ମଦ ଦୋକାନରେ ଚଢଉ

କୁକୁଡାଖଣ୍ଡି:କାଳୁଆ ରୋଡ ମୁଖ୍ୟରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ରେ ଗଂଜାମ ଜିଲ୍ଲାପାଳ କଂ ନିଦ୍ଧେଶ କ୍ରମେ କୁକୁଡାଖଣ୍ଡି ତହସିଲଦାର ଇପସିତ ପ୍ରିୟଦଶନୀ ମିଶ୍ର ଓ ଅବକାରୀ ବିଭାଗ ମିଳିତ ଭାବେ ଚଢଉ କରିଥିଲେ।ଦୋକାନ ରେ ଖାଲି ମଦ ବିକ୍ରୟ ପାଇଁ ଥିବା ବେଳେ ଲୋକେ ଦୋକାନ ନିକଟରେ ପିଇବା ପାଇଁ ଦୋକାନୀ ବ୍ୟବସ୍ଥା କରିଥିବା ଦେଖି ଷୁବ୍ଧ ହେଇଥିଲେ ।ଚାରିପଟେ ସ୍ବଛତା ନଥିବା ବେଳେ ଗଦାଗଦା ମଦ ବୋତଲ ,ପ୍ଲାଷ୍ଟିକ ଗ୍ଲାସ ଓ ବିଭିନ୍ନ ଜରି ଦୋକାନ ନିକଟରେ ପଡିରହିଛି।ଦୋକାନର ଷ୍ଟକ ମଧ୍ୟ ଯାଞ କରିଥିଲେ।ପ୍ଲାଷ୍ଟିକ ପ୍ରଦୂଷଣ କରୁଥିବା ନେଇ ଜିଲ୍ଲାପାଳ କୁଂ ମଦଦୋକାନ ଉପରେ କାଯ୍ୟାନୁଷ୍ଚାନ ନେବା କୁ ଜଣାଇଥିବା ତହସିଲଦାର ସୂଚନା ଦେଇଛନ୍ତି।ପୂବରୁ ଉକ୍ତ ମଦଦୋକାନ ମୁଖ୍ୟରାସ୍ତାରେ ଥିବାଯୋଗୁଁ ଅସାମାଜିକ ବ୍ୟକ୍ତି କଂ ଆଡ୍ଡା ଜମୁଥିବା ନେଇ ଅଭିଯୋଗ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ