ମଦ ବିରୋଧୀ ଆନ୍ଦୋଳନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ବିଭିନ୍ନ ଗାଁ ଗୋହଳି ରେ ଚୋରା କାରବାରରେ ମଦ ବୀକ୍ରି ଓ ମଦ ରନ୍ଧା ବିପୁଳ ପରିମାଣରେ ବଢି ଚାଲିଛି ଯାହାର ଶିକାର ହୋଇଛନ୍ତି ନିରୀହ ମହିଳା ତାକୁ ରୋକିବା ପାଇଁ ଗୁରୁବାର ଦିନ ଗୁଲୁବା ପଂଚାୟତରେ ସରପଞ୍ଚ ରେଜିନା ପ୍ରଧାନଙ୍କ ନେତୃତ୍ବରେ ଅଙ୍ଗନବାଡ଼ି ଓ ମହିଳା ମଣ୍ଡଳ ଏକତ୍ରିତ ହୋଇ ପଂଚାୟତ ନିକଟରୁ ଏକ ବିରାଟ ବଡ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ହାତରେ ଫ୍ଲିଙ୍ଗି କାର୍ଡ ଧରି ନାରା ଦେଇଥିଲି ହୁଅ ସମସ୍ତେ ସାବଧାନ ଗଡିବା ନିଶା ମୁକ୍ତ ଅଭିଯାନ, ଆଶା ଆମେ ଏକ ହେବା ଗୁଲୁବା ପଂଚାୟତ କୁ ମଦ ମୁକ୍ତ କରିବା ନାରା ଦେଇ ପ୍ରତ୍ୟକ ସାହି ଗଳି କନ୍ଦି ବୁଲି ସଚେତନତା କରାଇବା ସହ ମଦ ରାନ୍ଧୁଥିବା ବ୍ୟକ୍ତି ଓ ବିକିବା ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି ଏହା ଶହ ମହିଳା ମାନେ କହିଛନ୍ତି ଗ୍ରାମରେ ମଦ ବିକ୍ରି କିମ୍ବା ରାନ୍ଧିଲେ ଜରିମାନା ଆଦାୟ କରାଯିବା ସହ ପୋଲିସ୍ କୁ ଦିଆ ଯିବ ସରପଂଚ କହୁଛନ୍ତି ନିଜ ପଂଚାୟତ ର ନିରୀହ ଜୀବନ କିମ୍ବା ମଦ ପିଇ କେହି ନାରୀ ଉପରକୁ ହାତ ଉଠାଇବା ବନ୍ଦ କରିବା ସହ ଏକ ସୁନ୍ଦର ପଂଚାୟତ ଗଢିବାକୁ ମହିଳା ମାନେ ଏକ ହୋଇଛୁ ତେଣୁ କେହି ମଦ ବାହାରୁ ଆଣି ବିକ୍ରି କରିବ କିମ୍ବା ରାନ୍ଧିବ ତେବେ ଆଗମୀ ଦିନରେ ଉକ୍ତ ବ୍ୟକ୍ତି ଘରେ ପଶି ମଦ ନଷ୍ଟ କରିବା ସହ ରାସନ କାର୍ଡରୁ ନା କୁ ବାଦ କରିଦିଆଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ