ମଦ ହୋମ୍ ଡେଲିଭରୀ କରିବ ଆମାଜନ

ନୂଆଦିଲ୍ଲୀ : ଏଣିକି ଘରେ ଆଣି ମଦ୍ୟପଙ୍କୁ ମଦ ଯୋଗାଇବ ଆମାଜନ। ଜୋମାଟୋ, ସ୍ବିଗି ଏବଂ ବିଗ୍ ବାସ୍କେଟ୍ ଭଳି କମ୍ପାନୀଗୁଡିକ ଦେଶର ଅନେକ ସହରରେ ମଦ ହୋମ ଡେଲିଭରୀ କରୁଛନ୍ତି। ଖବର ମୁତାବକ, ଏବେ ଆମାଜନ ଭାରତରେ ମଦ ହୋମ୍ ଡେଲିଭରୀ କରିବାକୁ ଯାଉଛି। ପଶ୍ଚିମବଙ୍ଗରୁ ଆମାଜନ ପ୍ରଥମେ ମଦ ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ଥିବା ସୂଚନା ମିଳିଛି। ଆମାଜନ ବ୍ୟତୀତ ବିଗ୍ ବାସ୍କେଟ୍ ମଧ୍ୟ ପଶ୍ଚିମବଙ୍ଗରେ ମଦ ହୋମ୍ ଡେଲିଭରୀ କରିବ। ପାଇଁ ରାଜ୍ୟ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ