ମନୁ ଜେନାକୁୂ ସହାୟତାର ହାତ ବଢାଇଲା ସୂର୍ଯ୍ୟାଲୋକ ସ୍ୱେଚ୍ଛାସେବୀ ସଂଗଠନ
ଯାଜପୁର(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ଗ୍ରାମରେ ମଶାଣୀ ନିକଟରେ ଅତି ଦୟନୀୟ ଅବସ୍ଥାରେ ରହିଥିବା ମନୁଜେନାଙ୍କ ପରିବାରକୁୁ ସହାୟତାର ହାତ ବଢାଇଛି ସୂର୍ଯ୍ୟାଲୋକ ସମାଜସେବୀ । ମନୁଙ୍କର କୈାଣସି ଘର ଦ୍ୱାର ବାଡି ନଥିବା ବେଳେ ସେ ୪ ଝିଅଙ୍କୁ ଧରି ମଶାଣୀରେ ରହୁଛନ୍ତି । ଶୀତ କାକରରେ ପରିବାର ଲୋକ ମଶାଣୀ ନିକଟରେ କାଳ କାଟୁଥିବା ବେଳେ ସହାୟତାର ହାତ ବଢାଇଛି ସ୍ୱେଚ୍ଛାସେବୀ ସଂଗଠନ । ଏହି କାର୍ଯ୍ୟକୁ ବୃଦ୍ଧି ଜୀବି ମହଲରେ ବେଶ ପ୍ରଂଶସା କରାଯାଇଛି ।