ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂ ସିବ୍ଦୁ

ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରେ ଥିବା ନବଜ୍ୟୋତ ସିଂ ସିବ୍ଦୁ ଶେଷରେ ପଞ୍ଚାବ ମନ୍ତ୍ରୀମଣ୍ଡଳ ରୁ ଇସ୍ତାଫା ଦେଇଛନ୍ତି । ସେ କଂଗ୍ରେସ ର ବରିଷ୍ଠ ନେତା ରାହୁଲ ଗାନ୍ଧି ଙ୍କ ନିକଟ କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ସିବ୍ଦୁ ନିଜ ଟ୍ୟୁଟ ଆକାଉଣ୍ଟରେ ଏ ନେଇ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଜୁନ ୧୦ ତାରିଖରୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି ।


