ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଜାରି

ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଉଛେଦ କାମ ଜାରିରଖିଛି ପ୍ରଶାସନ କିଭଳି ଭାବେ ମନ୍ଦିରକୁ ବାହ୍ୟଆକ୍ରମଣରୁ ରକ୍ଷା କରାଯାଇପାରିବ ସେଥିନେଇ ତତ୍ତପର ପ୍ରଶାସନ । ଲଙ୍ଗୁଳି ମଠ ମାଟିରେ ମିଶିବାପରେ ଏବେ ପାଳି ପଡିଛି ଐତିହାସିକ ଏମାର ମଠର ବୁଲଡୋଜର ଲଗାଇ ଭାଙ୍ଗିବା ଆରମ୍ଭ କରାଯାଇଛି । ରାରି ମହଲା ବିଶିଷ୍ଠ ଏହି ମଠର ପ୍ରଥମ ମହଲାର ଉଛେଦ ଯାରି ରହିଛି । ଭଙ୍ଗାଯିବା ପୂର୍ବରୁ ପ୍ରଶାସନପକ୍ଷରୁ ଏମାର ମଠରେ ନୋଟିସ ଯାରି କରାଯାଇଥିଲା । କିଛି ଦିନ ପୂର୍ବେ ମେଘନାଦ ପାରେରୀ ପାଖରେ ଥିବା ଏହି ମଠକୁ ବିପଦସଙ୍କଳ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ