ମଲିକେଶ୍ୱର ମନ୍ଦିର ହୁଣ୍ଡି ଚୋରି କଲେ ଦୁର୍ବୃତ

ଛତ୍ରପୁର (ଯୁଗାଦ୍ଦ): ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟରେ ଥିବା ମଲିକେଶ୍ୱର ଶୈବ ମନ୍ଦିରରେ ଗତକାଲି ଦାନହୁଣ୍ଡିକୁ ଦୁର୍ବୃତ ମାନେ ଚୋରି କରି ନେଇଯାଇଥିବା ଚମାଖଣ୍ଡି ପୋଲିସ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧରରେ ଚମାଖଣ୍ଡି ପୋଲିସ ୧୫୪/୨୦୧୯ରେ କେଶ୍ ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଏକ ସାଇନଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକର ମନ୍ଦିର ଚାରି ପାଶ୍ୱର୍ର ଅଂଚଳ ଅନୁଧ୍ୟାନ କରିବା ସହ ଚମାଖଣ୍ଡି ଛକ ଅଂଚଳ ଅନୁସନ୍ଧାନୀ କୁକୁର ବୁଲିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ