ମହାବିଦ୍ୟାଳୟର ୧୯୯୯ ବ୍ୟାଚ ବଂଧୁମିଳନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟର ୧୯୯୯ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବଂଧୁମିଳନ ଉତ୍ସବ ସ୍ଥାନୀୟ ଡେରିକି ବାଲିଉପରସ୍ଥିତ ନିମ୍ବବନିକା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବନ୍ଧୁମିଳନ ଉତ୍ସବରେ ୩୦ରୁ ଉର୍ଦ୍ଧ୍ୱ ସହପାଠୀମାନେ ଯୋଗ ଦେଇ ପୁରୁଣା ସ୍ମୃତିକୁ ବଖାଣି ଥିଲେ । ଏହି କାର୍ଯ୍ୟକ୍ରମକୁ ଜୀବନ ଜ୍ୟୋତି ଜେନା, ସମୀର ନାୟକ, ମାନସ ବେହେରା, ନାରାୟଣ ପାତ୍ର, ଆଲୋକ ସ୍ୱାଇଁ, ଲିଟୁ ସ୍ୱାଇଁ,ଝିଲୀ ପୃଷ୍ଟି ଙ୍କ ସମେତ ଉପସ୍ଥିତ ସମସ୍ତ ସହପାଠୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ