ମହାମହିମଙ୍କୁ ଅପମାନ ବିରୋଧରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ

ବ୍ରହ୍ମପୁର, (ଅନିଲ କୁମାର):ଆଜିର ଏହି କାର୍ଯ୍ୟକ୍ରମ ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ନେତୢତ୍ୱରେ କର୍ପୋରେଟର ସବିତା ସାହୁ,ରଞ୍ଜିତା ବେହେରା,ବନିତା ସାହୁ,ପ୍ରଦୀପ ଶତପଥି,ନୀଳକଣ୍ଠ ସାହୁ,ବର୍ଷା ବିଦ୍ୟୁସ୍ମିତା,ଗୀତା ସେଠୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ସୁନିଲ କୁମାର ସାହୁ,ମଣ୍ଡଳ ସଭାପତି ବିନାୟକ ରଥ,ସରୋଜ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,କେ.ଟୁଙ୍ଗୁରୁ ପାତ୍ର,ସରୋଜ କୁମାର ଦାସ,ବାଙ୍କାନିଧି ସେଠୀ,ଚିତ୍ତରଞ୍ଜନ ସାହୁ,ମହେଶ ତ୍ରିପାଠୀ,ସୌମେନ୍ଦ୍ର ଦାଶ,ସୁମନ ଶତପଥି,ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ