ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଆସନ୍ତା ମେ,୯ ତାରିଖ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଆଗମନ | ରାଷ୍ଟପତି ଭବନ ରୁ ରାଷ୍ଟପତିଙ୍କ ଗସ୍ତ ନିମନ୍ତେ ସୂଚନା ଉଲ୍ଲେଖ କରାଯାଇଛି | ବାରିପଦା ର ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର ୧୨ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ଅଭିଭାଷଣ ରଖିବେ ରାଷ୍ଟପତି | ଓଡିଶା ପାଇଁ ଏହା ଏକ ଗୌରବ ର ବାର୍ତ୍ତା |


