ମହାମାରୀ କରେନା ପାଇଁ ସଚେତନତା କାର୍ଯ୍ୟକ୍ରମ
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ), ଚୌଦ୍ଵାର ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜୟନ୍ତୀ ନଗର ଯୁବକ ସଂଘ ପକ୍ଷରୁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।ଏଥିପାଇଁ ଆଜି ସଂଘ ର ସଭ୍ୟ ମାନେ ସହର ପରିକ୍ରମା କରି ଲୋକମାନଙ୍କୁ କରୋନା ରୁ ବର୍ତ୍ତିବା ବିଷୟରେ ବିଭିର୍ଣ୍ଣ ଉପାୟ ବିଷୟରେ ସଚେତନତା କରିବା ସହ ଅଯଥା ଗୁଜବ ଗୁଡିକୁ ଏଡାଇ ଯିବାକୁ ପରାମର୍ଶ ଦେଇଥିଲେ।ନିହାର ରଞ୍ଜନ ରାଉତରାୟ, ପ୍ରମୋଦ ସାହୁ, ଦୀପ୍ତି ରଞ୍ଜନ ସାହୁ, ସ୍ୱାର୍ଥନ ମହାନ୍ତି, ବାଟୁଧର ସାମଲ,କେଶବ ବଲବନ୍ତ ରାୟ, ଶ୍ରୀନିବାଶ ସାହୁ, ପ୍ରଭାନନ୍ଦ ସାହୁ,ମନୋଜ ବାରିକ, ଭବାନୀ ଶଙ୍କର ମହାନ୍ତି,ପ୍ରତାପ ବେହେରା, ରମେଶ ପ୍ରସାଦ ଦାସ, ସୌଭାଗ୍ୟ ମହାନ୍ତି, ସୁବ୍ରତ ମହାନ୍ତି ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।